ସୁଜାତା କାର୍ତ୍ତିକେୟନ ଏବଂ ସୁବ୍ରତ ବାଗଚୀଙ୍କ ୨୨ ପଏଣ୍ଟ

Published By : Prameya-News7 Bureau | May 09, 2020 IST

ଭୁବନେଶ୍ବର୯/୫: ୧- ଚତୁର୍ଥ ପର୍ଯ୍ୟାୟରେ ବହୁ ପ୍ରବାସୀ ଓଡ଼ିଶାକୁ ଫେରିବେ।

୨- ପ୍ରବାସୀଙ୍କୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି।

୩- ମାନବିକତା, ଆଇନଗତ ଓ ବାସ୍ତବିକତା ଦୃଷ୍ଟିରୁ ଆଣିବା ଜରୁରୀ।

୪- ଦେଶରେ ୨୦ କୋଟି ନିଜ ରାଜ୍ୟ ବାହାରକୁ କାମ ପାଇଁ ଯାଉଛନ୍ତି।

୫- ୯୨ ପ୍ରତିଶତ ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି।

୬-ଓଡିଶାରୁ ୧୨ଲକ୍ଷ ୭୦ ହଜାର ଲୋକ ବାହାରକୁ ଯାଉଛନ୍ତି।

୭- ଆମ ରାଜ୍ୟକୁ ୮ଲକ୍ଷରୁ ଅଧିକ ଓଡିଶା ମଧ୍ୟ ଆସିଛନ୍ତି।

୮- କର୍ମନିଯୁକ୍ତି ପାଇଁ ଦେଶବ୍ୟାପୀ ସ୍ଥାନାନ୍ତର କରନ୍ତି ଲୋକ।

୯- ପ୍ରବାସୀ ଶ୍ରମିକ ମାନେ ୱାର୍କ ଫ୍ରମ ହୋମ୍ କରିପାରିବେ ନାହିଁ।

୧୦- ପ୍ରବାସୀଙ୍କ ଭିତରେ ଛାତ୍ର, ତୀର୍ଥଯାତ୍ରୀ, ରୋଗୀ, କର୍ମଜୀବୀ ଅଛନ୍ତି।

୧୧- ଘରକୁ ଫେରି ଆସିବା ଲାଗି ସମସ୍ତଙ୍କର ଆଇନଗତ  ଅଧିକାର ଅଛି।

୧୨- ଘରକୁ ଫେରିବା ପାଇଁ ଭାରତ ସରକାର ଅନୁମତି ଦେଇଛନ୍ତି

୧୩- ପ୍ରବାସୀ ମାନେ ଘରକୁ ଫେରି ଆସିବା ମଧ୍ୟ ବିଜ୍ଞାନସମ୍ମତ

୧୪- ଓଡ଼ିଶା ସରକାର ସନ୍ତୁଳିତ ଏବଂ ଆଗୁଆ ପଦକ୍ଷେପ ନେଇଛନ୍ତି।

୧୫- ଜନସ୍ବାସ୍ଥ୍ୟ ଉପରେ ପ୍ରବାସୀଙ୍କର ପ୍ରଭାବ ନ ପଡିବା ଲାଗି ବ୍ୟବସ୍ଥା ହୋଇଛି

ସୁଜାତା କାର୍ତ୍ତିକେୟନ, ମିଶନ ଶକ୍ତି, ନିର୍ଦ୍ଦେଶିକା

୧୬- ମିଶନ ଶକ୍ତିର ସଦସ୍ୟମାନେ କରୋନା ଯୋଦ୍ଧା ସାଜିଛନ୍ତି।

୧୭- ଲକଡାଉନ ସମୟରେ ମାଆ ମାନେ ୪୦ଲକ୍ଷ ମାସ୍କ ବନାଇଛନ୍ତି।

୧୮- ୮ହଜାର ଘରେ ଘରେ ରାସନ ପହଞ୍ଚାଉଛନ୍ତି

୧୯-ଆଜି ଯାଏଁ ୧.୫କୋଟି ଥାଳି ଖାଦ୍ୟ ବନାଇଛି ମିଶନ ଶକ୍ତି।

୨୦- ୧୪୫ କୋଟି ଋଣ SHGକୁ ବିନା ସୁଧରେ ଦିଆଯାଇଛି।

୨୧- SHGର ପ୍ରତି ସଦସ୍ୟ ବ୍ୟାଙ୍କରୁ ୫ହଜାର ଟଙ୍କା ଲେଖାଏଁ ଋଣ ମିଳୁଛି।

୨୨-ମିଶନ ଶକ୍ତିର ପ୍ରତି ଗ୍ରୁପକୁ ୧ଲକ୍ଷ ଲେଖାଏଁ ଋଣ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.