ଲୋକସଭା ନିର୍ବାଚନ : ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ମତଦାନ

Published By : Prameya-News7 Bureau | April 11, 2019 IST

ଭୁବନେଶ୍ବର ୧୧|୪: ଆଜି ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ରାୟଗଡା ଜିଲ୍ଲାରେ ୧୩ପ୍ରତିଶତ ମତଦାନ ହୋଇଥିବାବେଳେ ବ୍ରହ୍ମପୁରରେ ୧୩.୪୭ପ୍ରତିଶତ, ଛତ୍ରପୁରରେ ୧୧.୯୯ପ୍ରତିଶତ, ଦିଗପହଣ୍ଡିରେ ୧୧.୦୩ପ୍ରତିଶତ, ଗୋପାଳପୁରରେ ୧୫.୨୧ ପ୍ରତିଶତ ମତଦାନ ହୋଇଛି । ଅନ୍ୟପଟେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଭୋଟିଂ ହୋଇଥିବାର ସୂଚନା ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.