Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୋକସଭା ନିର୍ବାଚନ : ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ମତଦାନ

11/04/2019 at 12:47 PM

ଭୁବନେଶ୍ବର ୧୧|୪: ଆଜି ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ରାୟଗଡା ଜିଲ୍ଲାରେ ୧୩ପ୍ରତିଶତ ମତଦାନ ହୋଇଥିବାବେଳେ ବ୍ରହ୍ମପୁରରେ ୧୩.୪୭ପ୍ରତିଶତ, ଛତ୍ରପୁରରେ ୧୧.୯୯ପ୍ରତିଶତ, ଦିଗପହଣ୍ଡିରେ ୧୧.୦୩ପ୍ରତିଶତ, ଗୋପାଳପୁରରେ ୧୫.୨୧ ପ୍ରତିଶତ ମତଦାନ ହୋଇଛି । ଅନ୍ୟପଟେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଭୋଟିଂ ହୋଇଥିବାର ସୂଚନା ମିଳିଥିଲା।

   Related Posts