Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ପୁଣି ଅକ୍ସିଜେନ୍ ଅଭାବରୁ ମୃତ୍ୟୁ : ସମୟରେ ପହଞ୍ଚିପାରିଲାନି ଅମ୍ଳଜାନ, ଚାଲିଗଲା ୨୪ ଜୀବନ

3/05/2021 at 12:47 PM

କର୍ଣ୍ଣାଟକ ୩/୫: ସାରା ଦେଶରେ ଅକ୍ସିଜେନ ଅଭାବରୁ ଦୈନିକ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ଏପରିକି ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । କର୍ଣ୍ଣାଟକରେ ନଜର ଆସିଛି ଏଭଳି ଦୃଦୟ ବିଦାରକ ଘଟଣା । ଯାହାକି ପୁଣିଥରେ ସମସ୍ତଙ୍କୁ ବିବ୍ରତ କରିଦେଇଛି । କର୍ଣ୍ଣାଟକର ଚାମରାଜନଗରରେ ଅକ୍ସିଜେନ ଅଭାବରୁ ୨୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଇଛି ।

ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏଭଳି ଘଟଣା । ଅକ୍ସିଜେନ ଠିକ୍ ସମୟରେ ପହଞ୍ଚିନପାରିବାରୁ ଚାଲିଗଲା ନୀରିହ ଜୀବନ । ସୂଚନା ଥାଉକି, ଚାମରା ନଗରରେ ଥିବା ହସ୍ପିଟାଲରେ ଠିକ୍ ସମୟରେ ଅକ୍ସିଜେନ୍ ନପହଞ୍ଚିବାରୁ ୨୪ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କର ଅକ୍ସିଜେନ୍ ଆବଶ୍ୟକତା ପଡିଥିଲା । ବେଲ୍ଲାରୀରୁ ଅକ୍ସିଜେନ୍ ଆସିବାର ଥିଲା । କିନ୍ତୁ ଅକ୍ସିଜେନ୍ ଆସିବାରୁ ବିଳମ୍ବ ହେବାରୁ ଚାଲିଯାଇଛି ୨୪ ଜଣଙ୍କ ଜୀବନ ।

   Related Posts