Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କଟକ ଜବାହରଲାଲ ଇନ୍‌ଡୋର ହଲ୍‌ରେ ହେବ ୨୧ତମ କମନୱେଲ୍ଥ ଟେବୁଲ ଟେନିସ ଚାମ୍ପିୟାନସିପ

13/07/2019 at 3:01 PM

କଟକ ୧୩|୭: ଜୁଲାଇ ୧୭ ରୁ ୨୨ ତାରିଖ ପଯ୍ୟନ୍ତ କଟକ ଜବାହରଲାଲ ଇନ୍‌ଡୋର ହଲ ଠାରେ ଆରମ୍ଭ ହେବାକୁ ଯାଉଛି ୨୧ ତମ ରାଜ୍ୟ ଗେ।ଷ୍ଠୀ ଟେବୁଲ ଟେନିସ ଚାମ୍ପିୟାନସିପ । କ୍ରୀଡା ଯୁବ ସେବା ମନ୍ତ୍ରୀ ତୁ​ଷାର କାନ୍ତି ବେହେରା ଷ୍ଟାଡିୟମ ପରିଦର୍ଶନ କରି ବଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ତଦାରଖ କରିଛନ୍ତି ।

୧୪ଟି ଦେଶର ଖେଳାଳି ଏଥିରେ ଅଂଶଗ୍ରହଣ କରିବା ସହ ଭାରତୀୟ ଖେଳାଳିଙ୍କ ପାଇଁ କିଛି ସ୍ବତନ୍ତ୍ର ସୁବିଧା କରାଯାଇଛି । ଭଲ ଖେଳାଳିଙ୍କୁ ଭାରତୀୟ ଟେବୁଲ ଟେନିସ ସଂଘ ଓ ଓଡିଶା ଟେବୁଲ ଟେନିସ ଆସୋସିଏସନ ବୁଝାମଣାରେ କିଛି ଖେଳାଳିଙ୍କୁ ଫ୍ରି ଏଣ୍ଟ୍ରି ଦେବା ପାଇଁ ସ୍ଥିର କରାଯାଇଛି । ତେବେ ଜୁଲାଇ ୧୪ ତାରିଖରେ କ୍ରୀଡା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।

   Related Posts