Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବାଲି ଓ ପଥର ଚୋରା ଚାଲାଣ ଉପରେ ପୋଲିସର କଡ଼ା ନଜର, ୨ଦିନରେ ୨୧ଗିରଫ

25/10/2020 at 9:27 AM

ପୁରୀ ୨୫।୧୦: ବାଲି ଚୋରା ଚାଲାଣ ଉପରେ ପୁରୀ ପୋଲିସର କଡା ନଜର। ଗତ ୨ଦିନ ହେଲା ବିଭିନ୍ନ ସ୍ଥାନରେ ଚଢାଉ କରି ଅନେକ ଟ୍ରକ ଜବତ ସହ ୨୧ଜଣଙ୍କୁ ଗିରଫ କରିଛି ।

ଖବର ଅନୁଯାୟୀ,  ଶନିବାର ଦିନ ବାଲି ଚୋରା ଚାଲାଣ ଅଭିଯୋଗ ରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ। ଗାଡିକୁ ଜବତ କରାଯାଇ ଥିବା ବେଳେ ଗାଡି ଡ୍ରାଇଭର , ହେଲ୍ପର ଓ ମାଲିକକୁ ଗିରଫ କରାଯାଇଛି। ସେହିପରି କୁମ୍ଭାର ପଡାଥାନା ପୋଲିସ ବାଲି ଚୋରା ଚାଲାଣ ଅଭିଯୋଗର ଏକ ମାମଲାରେ ଟିପର ଜବତ ସହ ଏହାର ମାଲିକ , ଦୁଇ ଡ୍ରାଇଭର ଓ ଜଣେ ହେଲ୍‌ପରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅନ୍ୟପଟେ ପୁରୀ ସି ବିଚ ଥାନା ଅନ୍ତର୍ଗତ ସମୁଦ୍ର କୁଳ ରୁ ବାଲି ଚୋରା ଚାଲାଣ ଅଭିଯୋଗରେ ଏକ ଟ୍ରକ ଜବତ ସହ ଜଣେ ଡ୍ରାଇଭର ଓ ଗାଡି ମାଲିକକୁ ଗିରଫ କରାଯାଇଛି। ଗତ ଦୁଇ ଦିନ ହେବ ପୁରୀ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ବାଲି ଏବଂ ପଥର ଚାଲାଣ ଅଭିଯୋଗରେ ୨୧ ଜଣଙ୍କୁ ଗିରଫ କରାଯାଇଛି। ଚୋରା ବାଲି ଚାଲାଣ ଓ ପଥର ଚାଲାଣ ନେଇ ପୁରୀ ପୋଲିସ ସ୍ୱତନ୍ତ୍ର ନଜର ରଖିଛି। ଏଭଳି ବେଆଇନ କାର୍ଯ୍ୟ ହେଲେ ସଂଗେ ସଂଗେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।

   Related Posts