ମୁମ୍ବାଇର ପିମ୍ପରିପଡ଼ାରେ କାନ୍ଥ ଭୁଶୁଡ଼ି ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୮ଜଣ ଆହତ : ଉଦ୍ଧାର କାର୍ଯ୍ୟ ଜାରି
2/07/2019 at 7:26 PM

ମୁମ୍ବାଇ ୨/୭: ମୁମ୍ବାଇ ପାଇଁ ବିପତ୍ତି ଆଣିଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଆଜି ସଂଧ୍ୟାରେ ମୁମ୍ବାଇର ପିମ୍ପରିପଡ଼ା ଅଂଚଳରେ କାନ୍ଥ ଭୁଶୁଡ଼ି ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୮ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି ।

ଦୁର୍ଘଟଣା ଅଂଚଳ ଅଣ ଓସାରିଆ ହୋଇଥିବା ଉଦ୍ଧାର କାର୍ଯ୍ୟ କଷ୍ଟସାଧ୍ୟ ବୋଲି କହିଁଛନ୍ତି ଚିଫ୍ ଫାୟାର ଅଫିସର । ତେବେ ଭଙ୍ଗା କାନ୍ଥ ତଳୁ ଜଣେ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ।
Related Posts
୭ ମାସ ଧରି କୋମାରେ ଥିଲେ ଯୁବକ, ହୋସ୍ ଆସିବା ପରେ ଗିରଫ କରିନେଲା ପୋଲିସ
23 January 2021
ବାଇଡେନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୧୫୦ ଯବାନ କରୋନା ପଜିଟିଭ୍ !
23 January 2021