Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଶୀତରେ ସୁନ୍ଦର ସହର, ୟୁରୋପର ୨୧ ମନଲୋଭା ପର୍ଯ୍ୟଟନସ୍ଥଳୀ

23/11/2020 at 1:28 PM

ଇଂଲଣ୍ଡ,୨୩/୧୧:  ୟୁରୋପୀୟ ଦେଶମାନଙ୍କରେ ବର୍ଷ ତମାମ ଥଣ୍ଡା ଲାଗି ରହିଥାଏ । କିନ୍ତୁ ଶୀତ ଦିନେ ଥଣ୍ଡାର ପ୍ରକୋପ ବଡିଥାଏ । ଶୀତ ବଢିବା ସହ ଏଠାରେ ପର୍ଯ୍ୟଟକ ମଧ୍ୟ ବଢିଥାନ୍ତି । କାରଣ ଶୀତଦିନେ ୟୁରୋପୀୟ ଦେଶର ସହରର ଦୃଶ୍ୟ ଥାଏ କିଛି ନିଆରା । ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ଭିଏନା

ଭିଏନା ହେଉଛି ୟୁରୋପର ଏକ ପ୍ରମୁଖ ସହର । ଏହା ଚଳିତ ବର୍ଷ ରିଡର୍ସ ଚଏସ୍ ଆଓ୍ୱାର୍ଡ ପାଇଛି । ଅଷ୍ଟ୍ରିଆର ରାଜଦାନୀ ଭିଏନାରେ ଶୀତଦିନେ ହଟ୍ ଚକୋଲେଟର ମଜା ନେଇଥାନ୍ତି ପର୍ଯ୍ୟଟକ । ଏପରିକି ସ୍ଥାନୀୟ ଚକୋଲେଟ୍ କେକ୍ ମଧ୍ୟ ଟେଷ୍ଟ୍ କରିଥାନ୍ତି । ଶୀତଦିନେ ଏଠାକର ଘର ଦ୍ୱାର ବରଫର ଚାଦର ତଳେ ରହିଥାଏ ।

ବର୍ଜେନ୍ ନରଓ୍ୱେ

ବର୍ଜେନର ଏକ ପ୍ରସିଦ୍ଧ ଗାଁ ହେଉଛି ନୋର୍ଡିକ୍ । ଏଠାରେ ରଙ୍ଗବେରଙ୍ଗର କାଠ ଘର ଦେଖିବାକୁ ମିଳେ । ଯାହାର ଦୃଶ୍ୟ ଖୁବ୍ ମନୋରମ । ଶୀତଦିନେ ଏହି ସହର ପର୍ଯ୍ୟଟକଙ୍କୁ ଲୋଭାନ୍ୱିତ କରିଥାଏ ।  

ଆମଷ୍ଟେରଡାମ୍

ଏହି ସହରରେ ଖ୍ରୀଷ୍ଟମାସ୍ ଧୂମଧାମରେ ପାଳିତ ହୁଏ । ଡିସେମ୍ବରରେ ଏଠାରେ ପର୍ଯ୍ୟଟକଙ୍କ ଭିଡ ସାଗି ରହିଥାଏ । ଡଚ୍‌ର ଏହା ହେଉଚି ରାଜଧାନୀ । ଏଠାକାର ସୁଉଚ୍ଚ ଅଟାଳିକା ଖୁବ୍ ନିଆରା ଲାଗିଥାଏ । ଆପଣ ଏଠାରେ ଡଚ୍ ଫୁଡ୍ ମଧ୍ୟ ଖାଇପାରିବେ ।

ଟାଲିନ୍

ଏହି ସହର ଖୁବ ସୁନ୍ଦର । ଏହା ବାଲଟିକ୍ ସାଗର କୂଳରେ ଅବସ୍ଥିତ । ଏହାର ଐତିହ୍ୟ ମଧ୍ୟ ଖୁବ୍ ପୁରୁଣା ।ଏଠାରେ ଅନେକ ସୁନ୍ଦର ସୁନ୍ଦର ଚର୍ଚ୍ଚ ରହିଛି ।

ବ୍ରୁଜେସ୍ ବେଲଜିୟମ

ଏହା ଏକ ମନଲୋଭା ସହର । ଏଠାକୁ ଯିଏ ଥରେ ଆସେ ଆଉ ଫେରିବାକୁ ଇଚ୍ଛା କରିନଥାଏ । ଏଠାକାର କ୍ରାଏନଏନବର୍ଗ କାଫେ ସବୁଠୁ ପ୍ରସିଦ୍ଧ ।

ପ୍ୟାରିସ୍

ପ୍ୟାରିସ୍ ହେଉଛି ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ଏକ ସୁନ୍ଦର ସ୍ଥାନ । ଏଠାରେ ବରଫପାତର ଦୃଶ୍ୟ ଯିଏ ଦେଖିଛି ଭୁଲି ପାରିନି ।ଏଠାକାର ଏଫିଲ୍ ଟାଓ୍ୱାର ବିଶ୍ୱ ପ୍ରସିଦ୍ଧ ।

ପାରାଗୁଏ

ଏହା ଏକ ସୁନ୍ଦର ଅଞ୍ଚଳ । ଏହାର ଚାର୍ଲସ୍ ବ୍ରିଜ୍ ଓ ଓଲଡ୍ ଟାଉନ୍ ଚର୍ଚ୍ଚ ସବୁଠାରୁ ପ୍ରସିଦ୍ଧ । ଖ୍ରୀଷ୍ଟମାସ୍ ବେଳେ ଏଠାରେ ଗହଳି ଚହଳି ଲାଗି ରହିଥାଏ ।

ସେହିପରି ଏଡିନ୍ ବର୍ଗ, ସ୍ଲୋଭେନିଆ, ଡବଲିନ୍, ବର୍ଲିନ୍, ଲୁବଜାନା, ଲ୍ୟୁସର୍ଣ୍ଣ, ଭେନିସ୍, ବାଥ୍, ରେକଜାଭିକ୍, ଷ୍ଟାର୍ସବର୍ଗ କୋପେନହାଗାନ ଆଦି ସହର ମଧ୍ୟ ପର୍ଯ୍ୟଟକଙ୍କୁ ବୁଲିବା ପାଇଁ ଖୋରାକ ଯୋଗାଇଥାଏ ।

   Related Posts