Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ହରିୟାଣାରେ ବିଜେପି ଆଗୁଆ : ଦିଲ୍ଲୀରେ ଆମ୍ ଆଦମି ପାର୍ଟୀ ସଫା

23/05/2019 at 10:32 AM

ନୁଆଦିଲ୍ଲୀ ୨୩ /୫ :  ଲୋକସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି । ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ, ଦିଲ୍ଲୀରେ ଆମ୍ ଆଦମି ପାର୍ଟୀ ସଫା ହୋଇଯାଇଛି । ଦିଲ୍ଲୀର ସମସ୍ତ ୭ଟି ଆସନରେ ବିଜେପି ଆଗୁଆ ରହିଛି ।

ସେହିଭଳି ହରିୟାଣାରେ ମଧ୍ୟ ବିଜେପି ଆଗୁଆ ରହିଛି । ୧୦ଟି ଆସନରେ ବିଜେପି ଆଗୁଆ ରହିଛି । ୨ୟ ସ୍ଥାନରେ ରହିଛି  କଂଗ୍ରେସ ।

ପଞ୍ଜାବରେ କଂଗ୍ରେସ ଆଗୁଆ ରହିଛି । ୮ଟି ଆସନରେ କଂଗ୍ରେସ ଆଗୁଆ ରହିଛି । ବିଜେପି ୨ଟି ଏବଂ ଅକାଳି ଦଳ ୨ଟି ଲେଖାଏଁ ଆସନରେ ଆଗୁଆ ରହିଛନ୍ତି । ଆମ୍ ଆଦମି ପାର୍ଟୀ ଗୋଟିଏ ଆସନରେ ଆଗୁଆ ରହିଛି ।

   Related Posts