Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଚୋରାଚାଲାଣ ବେଳେ ୨ହଜାର ଲିଟର ଦେଶୀ ମଦ ଜବତ, ୮ ଗିରଫ

16/05/2020 at 9:29 PM

ରମ୍ଭା, ୧୬|୦୫:  ଗଞ୍ଜାମ ଜିଲ୍ଲାରୁ ପୁରୀ ଜିଲ୍ଲାକୁ ଚୋରା ଦେଶୀ ମଦ ଚାଲାଣ ବେଳେ ପୋଲିସ ଚଢାଉ କରି ୮ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଟ୍ରାକ୍ଟର,ଡଙ୍ଗା, ବାଇକ ,ମୋବାଇଲ ମଧ୍ୟ ଜବତ କରାଯାଇଛି ।

ଶୁକ୍ରବାର ଅପରାହ୍ନ ସମୟରେ  ଚୋରା ଦେଶୀ ମଦ ରମ୍ଭା ଥାନା ଅଞ୍ଚଳ ଦେଇ ଏକ ଟ୍ରାକ୍ଟର ବୋଝେଇ ହୋଇ ଚିଲିକା କୂଳକୁ ଚାଲାଣ ହେଉଥିଲା । ରମ୍ଭା ଥାନା ଆଇଆଇସି କୃଷ୍ଣଚନ୍ଦ୍ର  ସେଠୀ କୌଣସି ପ୍ରକାର ଖବର ପାଇ ଏ.ଏସ.ଆଇ ସଂଗ୍ରାମ ଦେଓରି,ଏଏସଆଇ ସୋମନାଥ ମହାରଣା,ଏଏସଆଇ ଦିଲ୍ଲୀପ କୁମାର ସାମଲ,ଚତୁର ପୋଲିସ ଡ୍ରାଇଭର କ୍ଷମରାଜ ଅଧିକାରୀ,ପ୍ରମୋଦ ନାୟକ  ଘଟଣା ସ୍ଥଳରେ ପହଞ୍ଚି ଦୁଇ ହଜାର ଲିଟର ଚୋରା ଦେଶୀ ମଦ ସହ ଆଠ ଜଣଙ୍କୁ ଗିରଫ କରିଥିଲେ ।

ସେମାନଙ୍କଠାରୁ  ପ୍ରାୟ ଦୁଇ ଲକ୍ଷ ଟଙ୍କାର ଯାନ୍ତ୍ରିକ ଡଙ୍ଗା,ପ୍ରାୟ ଆଠ ଲକ୍ଷ ଟଙ୍କାର ଟ୍ରାକ୍ଟର,ପଲସର ବାଇକ, କିଛି ମୋବାଇଲ ଜବତ କରି କେଶ ନଂ ୧୪୮/୨୦୨୦ ମାମଲା ରୁଜ୍ଜୁ କରିଛି । ଗିରଫ ଅଭିଯୁକ୍ତ ହେଲେ ଏଚ.ବୁରୁଡ଼ି ଗ୍ରାମର ପ୍ରମୋଦ କୁମାର ଦଳେଇ,ଧର୍ମଶରଣପୁର  ଗ୍ରାମର ମନୋଜ ନାହାକ,ମଧୁରଚୁଆର ଅଙ୍ଗଦ ନାହାକ,ଏ. ନରସିଂହ ନାହାକ,ଏ.ଅର୍ଜ୍ଜୁନ ନାହାକ,ରମ୍ଭାର ପ୍ରଦୀପ ସେଠୀ,ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର କ୍ଷୀରି ସାହିର ଜାଙ୍କିଲ ବେହେରା,ରାଜା ବେହେରା । ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts