Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ରୋଷେଇ ଘର ଝରକା ଗ୍ରୀଲ ଭାଙ୍ଗି ଲୁଟିନେଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

25/09/2018 at 5:28 PM

ଭଦ୍ରକ ୨୫/୯ : ରୋଷେଇ ଘର ଝରକା ଗ୍ରୀଲ ଭାଙ୍ଗି ଘରେ କଳା କନା ବୁଲାଇଦେଲେ ଚୋର । ଭଦ୍ରକ ସହରର ଅପର୍ତିବିନ୍ଧା ନିୟୁ କଲୋନୀର ଜଣେ ଡାକ୍ତର ସସ୍ମିତା ଖିଲାରଙ୍କ ଘରୁ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ରାତିରେ ଶୋଇଥିବା ବେଳେ ରୋଷେଇ ଘର ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ । ଆଉ ଆଲମିରା ଚାବିକୁ ନେଇ ସବୁ ଅଳଙ୍କାର ନେଇ ଯାଇଥିଲେ । ଭଦ୍ରକ ଟାଉନ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ ପହଂଚି ଆଲମିରାରେ ପଡିଥିବା ଫିଙ୍ଗର ପ୍ରିଂଟ ଯାଞ୍ଚ କରୁଛନ୍ତି ।

   Related Posts