Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ମହୁମାଛି ଆକ୍ରମଣରେ ୨୦ ଯବାନ ଗୁରୁତର

3/06/2018 at 7:20 AM

ମହୁମାଛି ଆକ୍ରମଣରେ ୨୦ ଯବାନ ଗୁରୁତର
ବୌଦ୍ଧ ବାଁଘିଆପଡାରେ ମହୁମାଛି ଆତଙ୍କ
ମହୁମାଛି ଆକ୍ରମଣରେ ୨୦ ଆଇଆରବି ଯବାନ ଗୁରୁତର
ଫାୟାରିଂ ଅଭ୍ୟାସ ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ
ଗୁରୁତର ବୌଧ ମେଡିକାଲରେ ଭର୍ତ୍ତି

Leave a Reply

   Related Posts