ପୁଣି ରାଜଧାନୀରୁ ଧଳା ଜହର ଜବତ ; ଜଣେ ମହିଳା ଗିରଫ

Published By : Prameya-News7 Bureau | February 07, 2019 IST

ଭୁବନେଶ୍ବର ୭|୨: ପୁଣି ରାଜଧାନୀରୁ ଜବତ ହେଲା ଧଳା ଜହର । ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ବାରିର ପ୍ଲଟ୍ ନଂ-୮୮/୮୨ରୁ ବ୍ରାଉନସୁଗାର ଜବତ ହୋଇଛି । ୨୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ।

ଧଳା ଜହର କାରବାରରେ ସପୃକ୍ତ ଥିବା ଯୁବକ ଯୁବତୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.