Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ମାଟ୍ରିକ୍ ପରୀକ୍ଷାରେ କପି କରି ଧରାପଡିଲେ ୨୦ ପରୀକ୍ଷାର୍ଥୀ

25/02/2019 at 4:23 PM

ଢେଙ୍କାନାଳ ୨୫|୨: ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଗତ ୨୨ତାରିଖରୁ ଆରମ୍ଭ ହୋଇଛି । ଆଜି ଦ୍ବିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ତେବେ ଇଂରାଜୀ ପରୀକ୍ଷା ଦେବାବେଳେ କପି କରି ଧରାପଡିଛନ୍ତି ପରୀକ୍ଷାର୍ଥୀ । ଢେଙ୍କାନାଳ ଜିଲ୍ଲାରେ ଧରା ପଡିଛନ୍ତି ୨୦ ଜଣ ପରୀକ୍ଷାର୍ଥୀ । ବିଭିନ୍ନ ପରୀକ୍ଷା ସେଣ୍ଟରରେ କପି କରିବାବେଳେ ଧରାପଡିଲେ ପରୀକ୍ଷାର୍ଥୀ ।

ପରୀକ୍ଷା ଆରମ୍ଭ ହେବାର ମାତ୍ର ୧୫ମିନିଟ୍ ପରେ ପ୍ରଶ୍ନପତ୍ର ଲିକ୍ ହେବା ପରେ ପରୀକ୍ଷାର୍ଥୀଙ୍କ କପି କରିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଏତେ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ସତ୍ତ୍ବେ କିଭଳି ଭାବେ ପରୀକ୍ଷାର୍ଥୀ କପି କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି ।

   Related Posts