Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ମର୍ମନ୍ତୁଦ ଦୁର୍ଘଟଣା: କୂଆରେ ଖସି ପଡ଼ିଲା ବସ୍‌, ୨୦ ମୃତ, ୧୮ ଗୁରୁତର

28/01/2020 at 10:32 PM

ନାସିକା୨୮/୧: ମହାରାଷ୍ଟ୍ର ନାସିକରେ ମର୍ମନ୍ତୁଦ ଦୁର୍ଘଟଣା, ୨୦ ମୃତ । କୂଅକୁ ଏକ ବସ ଏବଂ ଏକଅଟୋ ରିକ୍ସା ଖସିପଡ଼ିବା ଫଳରେ ଘଟିଛି ଏହି ଦୁର୍ଘଟଣା । ଦେଓଲା ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରଥମେ ଅଟୋ ରିକ୍ସାକୁ ଧକ୍କା ଦେଇଥିଲା ବସ ।

ଅଟୋଟି କୂଅକୁ ଖସି ପଡ଼ିବା ପରେ ତା ଉପରେ ବସଟି ଖସି ପଡ଼ିଥିଲା । ଫଳରେ ଅଟୋରେ ଥିବା ସମସ୍ତ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହେବା ସହ ୧୭ ବସ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୨୦ ଅଧିକ ଯାତ୍ରୀ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।

   Related Posts