ବୈତରଣୀରେ ଭାସି ଗଲେ ୨ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | August 27, 2020 IST

ଭଦ୍ରକ୨୭/୮: ବୈତରଣୀରେ ଭାସିଗଲେ ୨ ଯୁବକ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଓଡ୍ରାଫ ଟିମ୍  ଜାରି ରଖିଛି। ବୟାଙ୍ଗଡିହି ଆମ୍ବିଳି ଗାଁରେ ଏଭଳି ଅଭବାନୀୟ ଘଟଣା ଘଟିଛି। ନଦୀରେ ପ୍ରଖର ସ୍ରୋତରେ ୨ ଯୁବକ ଭାସି ଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ସନ୍ଧାନ ମିଳି ନାହିଁ। ସ୍ଥାନୀୟ ଲୋକେ ଏବଂ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.