Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାର୍ଲରରୁ ଧରା ପଡିଲେ ମହିଳା ଲୁଟେରା

9/06/2018 at 10:59 AM

ଭୁବନେଶ୍ୱର ବାଣୀବିହାର ନିକଟ ଏକ ପାର୍ଲର ଭିତରୁ ମହିଳା ଲୁଟେରାଙ୍କୁ ଗିରଫ କରିଛି ପୋଲିସ | ଦୁହେଁ ସେହି ପାର୍ଲରର କର୍ମଚାରୀ | ପାର୍ଲରରେ ମହିଳାଙ୍କ ପ୍ରସାଧନ କରୁଥିବା ସମୟରେ କୌଶଳରେ ଲୁଟ କରୁଥିଲେ ଦୁହେଁ | ଚୁଟି କାଟିବା ସମୟରେ ମହିଳାଙ୍କ ବେକରୁ ଚେନ କାଟିନେଉଥିଲେ | ପୂର୍ବରୁ ମଧ୍ୟ ପାର୍ଲର ବିରୋଧରେ ଚୋରି ଅଭିଯୋଗ ରହିଥିଲା |

Leave a Reply

   Related Posts