Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

୩୨ଲକ୍ଷ ଟଙ୍କାରେ ବିକ୍ରି ହେଲା ୨ଟି ଖରଭୁଜ

25/05/2019 at 6:35 PM

ଟୋକିଓ ୨୫/୫: ଭାରତରେ ଖରଭୁଜ ଶସ୍ତା ଏବଂ ସାଧାରଣ ଫଳ ଭାବେ ଜଣା ଯାଇଥାଏ। କିନ୍ତୁ ଜାପାନରେ ବିକ୍ରି ହୋଇଥିବା ୨ଟି ଖରଭୁଜର ମୂଲ୍ୟ ଜାଣି ଆପଣଙ୍କ ହୋସ୍ ଉଡ଼ିଯିବ।

ଜାପାନର ୟୁବ୍ରି ସହରରେ ଗତକାଲି ନିଲାମ ହୋଇଥିବା ୨ଟି ଖରଭୁଜ ୩୨ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଜାପାନର ସବୁଠୁ କାଣ୍ଟାଲୋପ୍ କିସମର ଖରଭୁଜର ବିଶେଷତ୍ବ ହେଉଛି ଏହାର ମିଠା ସ୍ବାଦ।

ଏହି ଦୁଇଟି ଖରଭୁଜକୁ ପ୍ରଦର୍ଶନୀରେ ରଖାଯାଇଛି। ପାଖାପାଖି ହଜାର ଖରଭୁଜରୁ ଏହି ଦୁଇଟିକୁ ବଛା ଯାଇଥିଲା।

   Related Posts