ଟ୍ରକକୁ ପଛରୁ ପିଟିଲା ଟ୍ରକ ; ଟ୍ରକ ହେପଲର ମୃତ
17/06/2018 at 6:22 AM

ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ଟ୍ରକ ହେଲପର ମୃତ। ଜାତୀୟ ରାଜପଥ ୩୫୩ ସିଲଦା ପାଖରେ ଘଟିଛି ଦୁର୍ଘଟଣା । ଟ୍ରକ ପଛରେ ପିଟିଲା ଆଉଏକ ଟ୍ରକ । ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ବେଳେ ନୂଆପଡା ଅଗ୍ନିଶମ ବିଭାଗ ହେଲପରର ମ୍ରୁତଦେହ କୁ ଉଦ୍ଧାର କରିଛି । ମୃତକର ପରିଚୟ ମିଳି ପାରିନାହିଁ ।