Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଟ୍ରାକ୍ଟର ଚୋର ଗିରଫ, ୨ ମାସ ତଳେ ଚୋରି କରି ନେଇଥିଲେ

3/09/2020 at 5:37 PM

ଢ଼େଙ୍କାନାଳ୩/୯: ଟ୍ରାକ୍ଟର ଚୋର ଗିରଫ। ଢେଙ୍କାନାଳ ଟାଉନ ପୁଲିସ୍ ୨ଟି ଚୋରା ଟ୍ରାକ୍ଟର ଜବତ କରିବା ସହ ୨ ଚୋରକୁ ଗିରଫ କରିଛି।ଗିରଫ ଦୁଇଜଣ ହେଲେ ଭୁବନ ଥାନା ଅନ୍ତର୍ଗତ କଇଁଶିରି ଗ୍ରାମର ରାକେଶ ବେହେରା ଓ ଯାଜପୁର ଜିଲ୍ଲା କାଳିଆ ପାଣି ଥାନା ଅନ୍ତର୍ଗତ ଧବାହଲ ଗ୍ରାମର ଜୟନ୍ତ ମହନ୍ତ । ଢେଙ୍କାନାଳ ସହରର ଗଜମରା ଓ ଦେଉଳସାହି ଅଂଚଳରୁ ଗତ ଦୁଇମାସ ପୂର୍ବେ ଏହି ଦୁଇଟି ଟ୍ରାକ୍ଟର ଚୋରି କରି ନେଇଥିଲେ । ତେବେ ଟାଉନ ପୁଲିସ ତଦନ୍ତରେ ଧବାହାଳି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଚଢ଼ାଉ କରି ଉକ୍ତ ଦୁଇଟି ଟ୍ରାକ୍ଟରକୁ ଉଦ୍ଧାର କରିଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।

   Related Posts