୨ ଟିଏମସି ବିଧାୟକଙ୍କ ସମେତ ୫୦ ଜଣ କାର୍ଯ୍ୟକର୍ତ୍ତା ଯୋଗଦେଲେ ବିଜେପିରେ

Published By : Prameya-News7 Bureau | May 28, 2019 IST

ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ବଡ ବିଜୟ ହୋଇଛି । ଆଜି ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟଙ୍କ ସମେତ ୩ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ୩ ଜଣ ବିଧାୟକଙ୍କ ମଧ୍ୟରୁ ୨ ଜଣ ତୃଣମୁଳ କଂଗ୍ରେସ ଓ ଜଣେ ମାକପା ବିଧାୟକ । ୨ ଟିଏମସି ବିଧାୟକ ହେଲେ ଶିଳଭଦ୍ର ଦତ୍ତ ଏବଂ ସୁନୀଲ ସିଂହ । ୩ ନେତାଙ୍କ ଛଡା ବିଭିନ୍ନ ଅଞ୍ଚଳର ୫୦ ଜଣ କାର୍ଯ୍ୟକର୍ତ୍ତା ମଧ୍ୟ ଆଜି ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.