ଢେଙ୍କାନାଳରେ ବେଧଡକ ଚାଲିଛି ଗୋରୁ ଚାଲାଣ : ୨ଟି ଗାଡିରୁ ୯ଟି ଗୋରୁ ଉଦ୍ଧାର
28/10/2019 at 11:41 AM

ଢେଙ୍କାନାଳ ୨୮/୧୦: ଢେଙ୍କାନାଳରେ ବେଧଡକ ଚାଲିଛି ଗୋରୁ ଚାଲାଣ । ଆଜି ଭୁବନ ଏନଏଚ୍-୫୩ ଶାମଳ ଛକ ନିକଟରୁ ୨ଟି ଟାଟା ଏସି ଗାଡି ଜବତ ହୋଇଛି । ଗାଡିରେ ଗୋରୁ ଚାଲାଣ ହେଉଥିବା ଜଣାପଡିଛି ।

୨ଟି ଗାଡିରୁ ୯ଟି ଗୋରୁ ଜବତ କରାଯାଇଛି । ଗାଡି ଓ ଗୋରୁଙ୍କୁ ଥାନାରେ ଜିମା ଦେଇଛି ବଜରଙ୍ଗ ଦଳ । ସେପଟେ ୫ଜଣଙ୍କୁ ଅଟକ ରଖିଛି ଭୁବନ ପୋଲିସ ।

Related Posts
ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ
18 April 2021