Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପୋଖରୀରେ ବୁଡି ଦୁଇ ଛାତ୍ର ଛାତ୍ରୀ ମୃତ

8/04/2019 at 4:39 PM

ଆଠଗଡ୮|୪: ବଡମ୍ବା ଥାନା ଅନ୍ତର୍ଗତ ମାଳତୀ ଗ୍ରାମରେ ଆଜି ଅପରାହ୍ନରେ ଦୁଇ ଶିଶୁ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି,ମୃତ ଶିଶୁ ଦୁଇ ଜଣ ହେଉଛନ୍ତି ବଡମ୍ବା ବ୍ଲକ ଅନ୍ତର୍ଗତ ମାଳତୀ ଗ୍ରାମର ଆଶୁତୋଷ ପଲେଇ ବୟସ ୮ ବର୍ଷ ଓ ପ୍ରିୟଦର୍ଶୀନି ପଲେଇ  ବୟସ ୯ ବର୍ଷ,ଦୁଇଜଣ ଯାକ ସ୍କୁଲ ଛୁଟି ପରେ ପୋଖରୀକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା,ଗ୍ରାମବାସୀ ଖବର ପାଇ ଉଭୟ ଶିଶୁଙ୍କ ମୃତଦେହକୁ ବଡମ୍ବା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ନେଇଛନ୍ତି

   Related Posts