ପୋଖରୀରେ ବୁଡି ଦୁଇ ଛାତ୍ର ଛାତ୍ରୀ ମୃତ
8/04/2019 at 4:39 PM

ଆଠଗଡ୮|୪: ବଡମ୍ବା ଥାନା ଅନ୍ତର୍ଗତ ମାଳତୀ ଗ୍ରାମରେ ଆଜି ଅପରାହ୍ନରେ ଦୁଇ ଶିଶୁ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି,ମୃତ ଶିଶୁ ଦୁଇ ଜଣ ହେଉଛନ୍ତି ବଡମ୍ବା ବ୍ଲକ ଅନ୍ତର୍ଗତ ମାଳତୀ ଗ୍ରାମର ଆଶୁତୋଷ ପଲେଇ ବୟସ ୮ ବର୍ଷ ଓ ପ୍ରିୟଦର୍ଶୀନି ପଲେଇ ବୟସ ୯ ବର୍ଷ,ଦୁଇଜଣ ଯାକ ସ୍କୁଲ ଛୁଟି ପରେ ପୋଖରୀକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା,ଗ୍ରାମବାସୀ ଖବର ପାଇ ଉଭୟ ଶିଶୁଙ୍କ ମୃତଦେହକୁ ବଡମ୍ବା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ନେଇଛନ୍ତି

Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021