ପୋଖରିରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ

Published By : Prameya-News7 Bureau | May 28, 2018 IST

ଖୋର୍ଦ୍ଧା ନିକଟସ୍ଥ ଓରମି ଗାଁରେ ଅଘଟଣ ଗାଧୋଉଥିବା ବେଳେ ବୁଡିଗଲେ ଦୁଇ ଭଉଣୀ ମାମୁଁ ଘରକୁ ବୁଲିବାକୁ ଆସିଥିଲେ ଦୁଇ ଭଉଣୀ ସେମାନଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ସୋରଣରେ ୨ ଭଉଣୀ- ଲୋପାମୁଦ୍ରା ଜେନା (୧୪ ବର୍ଷ)ଓ ରୋଶନି ଜେନା (୧୦ ବର୍ଷ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.