Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣକାରୀ ଯୁବତୀଙ୍କୁ ଅସଦାଚରଣ

13/06/2018 at 11:25 AM

ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଯୁବତୀଙ୍କୁ ଅସଦାଚରଣ
୨ ଯୁବକ ମଦ୍ୟପାନ କରି ଧାରଣକାରୀ ଯୁବତୀଙ୍କୁ ଅସଦାଚରଣ କରିଛନ୍ତି
ଜଣେ ଅଭୁଯୁକ୍ତକୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଅନ୍ୟ ଜଣେ ଫେରାର ହେଇଯାଇଛି

   Related Posts