ବଣୁଆ ମଇଁଷି ଆକ୍ରମଣରେ ୨ ଗୁରୁତର

Published By : Prameya-News7 Bureau | November 21, 2019 IST

ମହାକାଳପଡା୨୧। ୧୧- ବଣୁଆ ମଇଁଷି ଆକ୍ରମଣରେ ୨ ଜଣ ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ଗହିରିମଥା ସାମୁଦ୍ରିକ ଅଞ୍ଚଳ ଶାସିନିପେଟା ଅଧିନ ହୁକିଟୋଲା ଲୁଣା ଜଙ୍ଗଲରେ ଲିଣିମାଠିଆ ଗାଁର କଙ୍କଡା ଧରାଳି କଙ୍କଡା ଧରୁଥିବା ବଳେ ମଇଁଷି ଆକ୍ରମଣରେ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ୨ ଜଣ ଶଙ୍କର ଭୋକ୍ତା ଓ ଖପରା ଆଡି । ଶଙ୍କରଙ୍କୁ ଗୁରୁତର ଅବସ୍ଥାରେ କଟର ସ୍ଥାନାନ୍ତର କରାଯାଇଛି । ଏହି ଜଙ୍ଗଲୀ ମଇଁଷି ଦଳରେ ୪ଟି ଅରଣା ମଇଁଷି ଥିଲେ । ଏମାନଙ୍କ ଚିତ୍କାର ଶୁଣି ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.