Monday, December 9, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଣୁଆ ମଇଁଷି ଆକ୍ରମଣରେ ୨ ଗୁରୁତର

ମହାକାଳପଡା୨୧। ୧୧- ବଣୁଆ ମଇଁଷି ଆକ୍ରମଣରେ ୨ ଜଣ ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ଗହିରିମଥା ସାମୁଦ୍ରିକ ଅଞ୍ଚଳ ଶାସିନିପେଟା ଅଧିନ ହୁକିଟୋଲା ଲୁଣା ଜଙ୍ଗଲରେ ଲିଣିମାଠିଆ ଗାଁର କଙ୍କଡା ଧରାଳି କଙ୍କଡା ଧରୁଥିବା ବଳେ ମଇଁଷି ଆକ୍ରମଣରେ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ୨ ଜଣ ଶଙ୍କର ଭୋକ୍ତା ଓ ଖପରା ଆଡି । ଶଙ୍କରଙ୍କୁ ଗୁରୁତର ଅବସ୍ଥାରେ କଟର ସ୍ଥାନାନ୍ତର କରାଯାଇଛି । ଏହି ଜଙ୍ଗଲୀ ମଇଁଷି ଦଳରେ ୪ଟି ଅରଣା ମଇଁଷି ଥିଲେ । ଏମାନଙ୍କ ଚିତ୍କାର ଶୁଣି ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରିଥିଲେ ।

154 Views

   ସମ୍ବନ୍ଧିତ ଖବର