ଅଟୋ ବାଇକ ମୁହାଁମୁହିଁ ଧକ୍କା : ୨ ଗୁରୁତର

Published By : Prameya-News7 Bureau | July 21, 2019 IST

କଟକ  ୨୧/୭: କଟକ ସାଲେପୁର ରାସ୍ତାର ଭାତପଡା ସହର ସାହି ନିକଟରେ ଅଟୋ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ବାଇକ ଆରୋହୀ ଦୁଇଜଣ ଗୁରୁତର ହୋଇଛନ୍ତି।

ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି।ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି। ଉତ୍ୟକ୍ତ ଲୋକମାନେ କିଛି ସମୟ ପାଇଁ ରାସ୍ତା ରୋକ ହୋଇଥିଲା।ଘଟଣା ସ୍ଥଳରେ ପୋଲିସ ବୁଝାସୁଝା କଲାପରେ ରାସ୍ତା ରୋକ ଉଠିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.