ପୁରୀରେ ସିରିଜ ବୋମା ମାଡ଼ : ୨ଗୁରୁତର,୬ଆହତ

Published By : Prameya-News7 Bureau | January 01, 2020 IST

ପୁରୀ ୧/୧: ପୁରୀ ସଦର ଷଣ୍ଢପୁରରେ ଗାଁରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ୨ଗୁରୁତର,୬ଆହତ ହୋଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ୮ରୁ ୧୦ଟି ବୋମାମାଡ଼ ହୋଇଛି।

{"id":205449,"sizeSlug":"large"}

ପୂର୍ବଶତ୍ରୃତାରୁ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଗୁରୁତର ଓ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ୍ ଏହି ଘଟଣାର ଛାନଭିନ କରୁଛି।

{"id":205450,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.