Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

୮ମ ଶ୍ରେଣୀର ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ କଲା ନାବାଳକ, ୭ ବର୍ଷର ଶିଶୁ କନ୍ୟାକୁ ଗାଁ ଦାଣ୍ଡରୁ ଉଠାଇ ନେଇ ଦୁଷ୍କର୍ମ କଲା ବିବାହିତ ଯୁବକ

16/11/2019 at 7:34 PM

ସାନଖେମୁଣ୍ଡି୧୬|୧୧: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଲଜ୍ଜା ଜନକ ଘଟଣା ଘଟିଛି । ଦୁଇଟି ପୃଥକ ପୃଥକ ଘଟଣାରେ ଜଣେ  ୮ମ ଶ୍ରେଣୀର ଜଣେ ନାବଳିକାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିବା ସହ ଭିଡ଼ିଓ ଭାଇରଲ କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ନାବାଳକକୁ ପୋଲିସ ଗିରଫ କରିଛି ।ନାବାଳକକୁ ଆସନ୍ତାକାଲି ବାଳସୁଧାର ଗୃହକୁ ଚାଲାଣ କରାଯିବ ।

ଅନ୍ୟ ଏକ ଘଟଣାରେ ଜଣେ ୭ବର୍ଷର ଜଣେ ନାବାଳିକାଙ୍କୁ ଗାଁ ଦାଣ୍ଡରୁ ଟେକି ନେଇ ଦୁଷ୍କର୍ମ କରିଛି ସେହି ଗ୍ରାମର ଜଣେ ବିବାହିତ ଯୁବକ। ଏହି ମାମଲାରେ ସେହି ଗାଁର ବାବୁ ମଳିକ ନାମକ ବିବାହିତ ଯୁବକଙକୁ ପୋଲିସ ଗିରଫ କରିଛି ।ଅଭିଯୁକ୍ତକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ।

ଅନ୍ୟ ପକ୍ଷରେ ଦୁଷ୍କର୍ମର ଶିକାର ହୋଇଥିବା ୭ବର୍ଷର ନାବାଳିକା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲରେ ତାଙ୍କ ଚିକିତ୍ସା କରାଯାଇଛି ।

   Related Posts