Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଚାନ୍ଦବାଲିରେ ଚିଙ୍ଗୁଡ଼ି ବେପାରୀଙ୍କୁ ବୋମା ମାଡ଼, ୨ଗୁରତର

16/09/2019 at 8:35 AM

ଚାନ୍ଦବାଲି 1୬|୯: ଚାନ୍ଦବାଲି ଥାନା ଅନ୍ତର୍ଗତ (ଆମ୍ବିଳିଗଁ। )ଛକ ନିକଟରେ ବିଳମ୍ବିତ ରାତ୍ରୀରେ ଚିଙ୍ଗୁଡ଼ି ଚାଷୀ ତଥା ବ୍ୟବସାୟୀଙ୍କ ଉପରକୁ ବୋମା ମାଡ଼ ହୋଇଛି ।, ଏହି ବୋମା ମାଡ଼ରେ ୨ ଜଣ ଚିଙ୍ଗୁଡ଼ି ଚାଷୀ  ତଥା ବ୍ୟବସାୟୀ ଗୁରୁତର ଆହାତ ହୋଇଛନ୍ତି ।  ଜଣେ ଆହତଙ୍କୁ ଭଦ୍ରକ ଓ ଅନ୍ୟଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଏହି ବୋମା ମାଡ଼ର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ନାହଁ ।  ବୋମା ମାଡ଼ କିଏ କରିଛି ଓ କଣ ପାଇଁ କରିଛି ତାହା ଜଣା ପଡ଼ନାହଁ । ଚାନ୍ଦବାଲି ପୋଳିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୋମା ମାଡ଼ରେ ଗରୁତର ଆହତ ହୋଇ ଗୈରହରୀ ମାଝୀ ଭଦ୍ରକରେ ଚିକିତ୍ସିତ ହେଉଥିବାବେଳେ ବସନ୍ତ ସମାଲ କଟକ ସ୍ଥାନାନ୍ତର ହୋଇଛନ୍ତି।

ବୋମା ମାଡ଼ ସ୍ଥାନରେ ଏକ ମୋଟର ସାଇକେଲର କିଛି ଅଂଶ ନଷ୍ଟ ହେବା ସହ ରାସ୍ତାରେ ଆହାତଙ୍କର ଚପଲ ଏବଂ ରକ୍ତଭିଜା ପୋଷକ ପଡ଼ରିହିଛି । 

   Related Posts