ବାଇକ୍ ଏବଂ ସ୍କୁଟି ଥିବା ବ୍ୟକ୍ତିଙ୍କ ପାଇଁ ଖରାପ ଖବର : ଦେଶରେ ଲାଗୁ ହେବ ୨ଟି ନିୟମ

Published By : Prameya-News7 Bureau | May 25, 2019 IST

ନୂଆଦିଲ୍ଲୀ ୨୫/୫: ଯଦି ଆପଣ ବି ବାଇକ୍,ସ୍କୁଟି କିମ୍ବା ଅନ୍ୟ ଦୁଇ ଚକିଆ ଯାନ ଚଲାଉଛନ୍ତି ତେବେ ଆପଣଙ୍କୁ ଏହି ଖବର ଶେଷ ଯାଏଁ ପଢ଼ିବା ଉଚିତ୍। ଚାଲନ୍ତୁ ଜାଣିବା ଏହାର ନିୟମ ବିଷୟରେ ଯାହା ଆସନ୍ତା କାଲିଠାରୁ ଲାଗୁ ହୋଇଯିବ।

{"id":115720,"width":594,"height":447}

ଦୁଇଚକିଆ ଯାନ ଉପରେ ବ୍ୟକ୍ତିଗତ ବୀମା କଭର ୨ଲକ୍ଷ ଟଙ୍କାର ଦାବି ରାଶି ଥିଲା କିନ୍ତୁ ଏବେ ଏହାକୁ ବୃଦ୍ଧି କରାଯାଇ ୧୫ଲକ୍ଷ କରାଯାଇଛି।

{"id":115721,"width":594,"height":330}

ଏବେ ଚାଲନ୍ତୁ ଜାଣିବା ଏହାର ଦ୍ବିତୀୟ ନିୟମ ବିଷୟରେ। ଏବେ ଆପଣଙ୍କୁ ଦୁଇ ଚକିଆ ଯାନ କିଣିବା ନିମନ୍ତେ ୫ବର୍ଷର ଥାର୍ଡ଼ ପାର୍ଟି ଇନସ୍ୟୁରାନ୍ସ ନେବାକୁ ପଡ଼ିବ। ଏବେ ଆପଣଙ୍କୁ ଦୁଇଟି ଜିନିଷ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.