Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ରାଉରକେଲାରେ ରହସ୍ୟମୟ ସୁଡ଼ଙ୍ଗ ଠାବ

9/08/2018 at 8:21 AM

ସୁନ୍ଦରଗଡ଼ ୯/୮ : ରାଉରକେଲା ବିଶ୍ରା ବ୍ଲକ ଭାଟିଟୋଲା ଗାଁରେ ଦୁଇ ରହସ୍ୟମୟ ସୁଡ଼ଙ୍ଗ ଦେଖିବାକୁ ମିଳିଛି । ଗତ ରବିବାର ଦିନ ଗାଁର ପାର୍ବତୀ ମୁଣ୍ଡାରୀ ତାଙ୍କ ଜମିରେ ଘର ତିଆରି କାମ ଚାଲିଥିବା ବେଳେ ହଠାତ ମାଟି ଦବିଯାଇଥିଲା । ମାଟି ଅତଡା ଖସିଯିବାରୁ ସେହି ସ୍ଥାନରେ ୨୦ ଫୁଟ୍ ଗାତ ହେବା ସହ ସୁଡ଼ଙ୍ଗପରି ଦେଖାଯାଇଥିଲା । ସେହିପରି ଗତ କାଲି ପୁଣି ମାଟି ଦବି ୧୫ ଫୁଟର ଗାତ ହୋଇ ସୁଡ଼ଙ୍ଗ ଦେଖାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ପାଇ ରାଉରକେଲା ଉପ-ଜିଲ୍ଲାପାଳଙ୍କ ସହ ତହସିଲଦାର ଘଟଣା ସ୍ଥଳକୁ ଯାଇ ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି । କୁହାଯାଉଛି , ୧୧୧୮ ଖ୍ରୀଷ୍ଟାବ୍ଦ ରେ କେଶରୀ ବଂଶର ରାଜାମାନେ ପଶ୍ଚିମ ଓଡ଼ଶାକୁ ଆସି ଜମସେରାଗଡ଼କୁ ନିଜ ରାଜଧାନୀ ଭାବରେ ପ୍ରତିଷ୍ଠା କରିଥିଲେ । ଶତୃଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏଠାରେ ବଡ଼ ବଡ଼ ସୁଡ଼ଙ୍ଗମାନ ପ୍ରତିଷ୍ଠା କରିଥିଲେ । ୧୧୮୪ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଭୁତ୍ବତ ବିଭାଗର ଛାତ୍ର ଛାତ୍ରୀ ମାନେ ଜାମସେରଗଡ଼ ଆସି ଏଠାରୁ ବିରଳ ଇଟା ହାତୀ ଦାନ୍ତରେ ନିର୍ମିତ ମୁର୍ତିକୁ ଠାବ କରିଥିଲେ ।

   Related Posts