Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବଇଣ୍ଡା ଷ୍ଟେସନ ନିକଟରେ ଟ୍ରେନ ଲାଇନରେ କଟି ୨ଜଣଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ

17/10/2021 at 3:19 PM

ଅନୁଗୁଳ ୧୭/୧୦ : ଅନୁଗୁଳ-ସମ୍ବଲପୁର ଟ୍ରେନ ଲାଇନର ବଇଣ୍ଡା ଷ୍ଟେସନ ନିକଟ ଜାମୁନାଳୀ ନିକଟରେ ଟ୍ରେନ ଲାଇନରେ କଟି ୨ ଜଣଙ୍କ ମୃତ ଘଟିଛି । ମୃତକ ଜଣେ ଯୁବକ ଏବଂ ଜଣେ ମହିଳା କେଉଁ ଅଞ୍ଚଳର ତାହା ଜଣା ପଡ଼ିନାହିଁ । ଯୁବକ ଜଣଙ୍କର ବୟସ ୨୫ ରୁ ୩୦ ହୋଇଥିବା ଅନୁମାନ କରାଯାଉଛି ଏବଂ ସମୟରେ ମହିଳାଙ୍କ ବୟସ ୩୫ ରୁ ୪୦ ହେବ ବୋଲି ଅନୁମାନ କରାଯାଉଛି । ତେବେ ଦୁଇ ଜଣ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ସେ ବିଷୟରେ କିଛି ଜଣାପଡିନାହିଁ । ସ୍ଥାନୀୟ ଲୋକଙ୍କର ନିକଟରୁ ମିଳିଥିବା ଖବର ଅନୁଯାୟୀ ମୃତକ ଦୁଇ ଜଣ ଆଠମଲ୍ଲିକ ବ୍ଲକର ପାଇକସାହି ଅଞ୍ଚଳର । ତେବେ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବଇଣ୍ଡା ଷ୍ଟେସନ ରେଳବାଇର ପୋଲିସ ପହଁଚି ଶବ ଦୁଇଟିକୁ ଜବତ କରିବା ସହିତ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଘଟଣାସ୍ଥଳକୁ GRP ପୋଲିସ ଆସିଲେ ଅଧିକ ତଥ୍ୟ ଜଣାପଡିବ ।

   Related Posts