Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ପୋଲିସ କବ୍‌ଜାରେ ମୋଷ୍ଟ ଓ୍ବାଣ୍ଟେଡ୍‌ ମାଓ ଦମ୍ପତ୍ତି, ମୁଣ୍ଡ ଉପରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି

12/11/2021 at 6:28 PM

ରାଉରକେଲା ୧୨/୧୧ : କୁଖ୍ୟାତ ମାଓ ଦମ୍ପତ୍ତି ଏବେ ପୋଲିସ କବ୍‌ଜାରେ । ପୋଲିସର ସ୍ବତନ୍ତ୍ର ଟିମ ରାଞ୍ଚିରୁ ଉଭୟଙ୍କୁ ଗିରଫ କରିଥିବା ଜଣାପଡିଛି । ମୋଷ୍ଟ ଓ୍ବାଣ୍ଟେଡ୍‌ ମାଓନେତା ପ୍ରଶାନ୍ତ ବୋଷ ଏବଂ ତାର ପତ୍ନୀ ଶିଲା ମାରାଣ୍ଡିକୁ ରାଞ୍ଚିରୁ ଗିରଫ କରାଯାଇଛି । ପ୍ରଶାନ୍ତଙ୍କୁ ଧରାଇ ଦେବା ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶିଥିଲା । ବିହାର, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡରେ ସକ୍ରିୟ ଥିଲେ ଏହି ମୋଷ୍ଟ ଓ୍ବାଣ୍ଟେଡ୍‌ ମାଓ ଦମ୍ପତ୍ତି । ଏମାନଙ୍କ ବିରୁଦ୍ଧରେ ବିଭିନ୍ନ ରାଜ୍ୟର ଥାନାରେ ସଙ୍ଗୀନ ମାମଲା ରହିଥିବା ବେଳେ ଦୀର୍ଘଦିନ ହେଲା ପୋଲିସ ଖୋଜୁଥିଲା । ଝାଡଖଣ୍ଡ ରାଞ୍ଚିର ଏକ ସ୍ଥାନରୁ ଉଭୟଙ୍କୁ ଗିରଫ କରାଯାଇଛି ।

   Related Posts