କଟକ କୃଷକ ବଜାର ନିକଟରୁ ନିଖୋଜ ୨ ଶିଶୁଙ୍କ ମୃତଦେହ ଉଦ୍ଧାର
4/10/2018 at 1:02 PM

କଟକ ୪|୧୦: କଟକ କୃଷକ ବଜାର ନିକଟରୁ ନିଖୋଜ ୨ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ବିଡାନାସୀ ଭୁଆଶୁଣୀ ପଠା ନିକଟରୁ ମୃତଦେହ ମିଳିଛି । ୨ ନାବାଳକ ହେଲେ ୭ ବର୍ଷୀୟ ଦେବାଶିଷ ବେହେରା ଓ ୧୦ ବର୍ଷୀୟ ମାନସ ନାୟକ । ୨ ଦିନ ତଳେ ଗାଧୋଇବାକୁ ଯାଇ ୨ ନାବାଳକ ନିଖୋଜ ହୋଇଯାଇଥିଲେ ।