ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

କଟକ କୃଷକ ବଜାର ନିକଟରୁ ନିଖୋଜ ୨ ଶିଶୁଙ୍କ ମୃତଦେହ ଉଦ୍ଧାର

4/10/2018 at 1:02 PM

କଟକ ୪|୧୦:  କଟକ କୃଷକ ବଜାର ନିକଟରୁ ନିଖୋଜ ୨ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ବିଡାନାସୀ  ଭୁଆଶୁଣୀ ପଠା ନିକଟରୁ ମୃତଦେହ ମିଳିଛି । ୨ ନାବାଳକ ହେଲେ ୭ ବର୍ଷୀୟ ଦେବାଶିଷ ବେହେରା ଓ ୧୦ ବର୍ଷୀୟ  ମାନସ ନାୟକ । ୨ ଦିନ ତଳେ ଗାଧୋଇବାକୁ ଯାଇ ୨ ନାବାଳକ  ନିଖୋଜ ହୋଇଯାଇଥିଲେ ।

   Related Posts