Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପୁଅ ଅପହରଣ କରି ନେଇଥିଲା , ମା ପୋଲିସ୍ ଜିମା ଦେଲା: ୧୫ଦିନ ପରେ ବେଙ୍ଗାଲୁରୁରୁ ଫେରିଲେ ଅପହୃତ ଦୁଇ ନାବାଳିକା

30/12/2019 at 12:43 PM

ସୋର୩୦/୧୨:  ଦୁଇ ନାବାଳିକା ଭଉଣୀଙ୍କୁ ଅପହରଣର ୧୫ଦିନ ପରେ ବେଙ୍ଗାଲୁରୁରୁ ଫେରିଲେ ଦୁଇ ନାବାଳିକା । ଦୁଇ ନାବାଳିକାଙ୍କୁ  ଆଣି ଥାନାରେ ହାଜର କରାଇଲେ ଅଭିଯୁକ୍ତର ମା । ଘଟଣା ଘଟିଛି ସୋର ଥାନା ଅନନ୍ତପୁର ଅଚଂଳରେ।

 ଗତ ୧୮ତାରିଖ ସୋର ଥାନା ବାଙ୍କେଶ୍ବରପୁର ଅଚଂଳର ବିକାଶ ସ୍ବାଇଁ ନାମକ ଜଣେ ଯୁବକ ଅନନ୍ତପୁରରେ ଭଡା ନେଇ ରହୁଥିବା ଜନୈକ ବ୍ୟକ୍ତିଙ୍କର ଦୁଇ ନାବାଳିକା ଭଉଣୀଙ୍କୁ ରାସ୍ତାରୁ ଅପହରଣ କରି ଵେଙ୍ଗାଲୁରୁ ନେଇଯାଇଥିଲା। ପୂର୍ବରୁ ଯୁବକ ଦୁଇ ନାବାଳିକାଙ୍କୁ କମେଣ୍ଟ ମାରିବା ସହ ତାଙ୍କ ବାପାଙ୍କୁ ଧମକ ଚମକ ଦେଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ପାଇ ସୋର ପୋଲିସ କେସ ନଂ ୬୪୫/୧୯ ମାମଲା ରୁଜୁ କରି ଦୁଇ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ବେଙ୍ଗାଲୁରୁ ଯାଇଥିବାବେଳେ ଅଭିଯୁକ୍ତ ବିକାଶର ମା ଦୁଇ ନାବାଳିକାଙ୍କୁ ସୋର ଥାନାରେ ହାଜର କରାଇଥିଲା। ଦୁଇ ନାବାଳିକାଙ୍କର ବୟାନ ସୋର ପୋଲିସ ରେକର୍ଡ଼ କରିଛି। ଅଭିଯୁକ୍ତ ବିକାଶ ଫେରାର ରହିଛି।

   Related Posts