ମୋବାଇଲ ବ୍ୟାଟେରୀ ଫାଟି ଦୁଇ ନାବାଳକ ଆହତ
20/11/2019 at 5:19 PM

ଗଞାମ ୨୦/୧୧: ମୋବାଇଲ ବ୍ୟାଟେରୀ ଫାଟି ଦୁଇ ନାବାଳକ ଆହତ ହୋଇଛନ୍ତି । ଘଟଣାଟି ଘଟିଛି ଗଞାମ ଜିଲ୍ଲା ଖଲ୍ଲିକୋଟ୍ ବ୍ଳକ୍ ନାଇକାଣୀପଲ୍ଲୀ ଗାଆଁରେ। ଦୁଇ ଆହତ ନାବାଳକଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ କେଉଁ ଅବସ୍ଥାରେ ଏହି ମୋବାଇଲ ବ୍ୟାଟେରୀଟି ଫାଟିଛି ତାହା ଏଯାଏଁ ଜଣାପଡ଼ିନାହିଁ।

Related Posts
ନୀଳଗିରି: ସାଧାରଣତନ୍ତ୍ର ଦିବସ ପାଳନ ବେଳେ ତଳକୁ ଖସିପଡିଲା ପତାକା
26 January 2021
ଚଣ୍ଡିଖୋଲ: ଗୋଚାଲାଣ ଗାଡି ଜବତ
26 January 2021