Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ମୋବାଇଲ ବ୍ୟାଟେରୀ ଫାଟି ଦୁଇ ନାବାଳକ ଆହତ

20/11/2019 at 5:19 PM

ଗଞାମ ୨୦/୧୧: ମୋବାଇଲ ବ୍ୟାଟେରୀ ଫାଟି ଦୁଇ ନାବାଳକ ଆହତ ହୋଇଛନ୍ତି । ଘଟଣାଟି ଘଟିଛି ଗଞାମ ଜିଲ୍ଲା ଖଲ୍ଲିକୋଟ୍ ବ୍ଳକ୍ ନାଇକାଣୀପଲ୍ଲୀ ଗାଆଁରେ। ଦୁଇ ଆହତ ନାବାଳକଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ କେଉଁ ଅବସ୍ଥାରେ ଏହି ମୋବାଇଲ ବ୍ୟାଟେରୀଟି ଫାଟିଛି ତାହା ଏଯାଏଁ ଜଣାପଡ଼ିନାହିଁ।

   Related Posts