Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଝାଡଖଣ୍ଡର ଗୁମଲାରେ ସୁରକ୍ଷା ବାହିନୀର ଏନକାଉଣ୍ଟର : ଟଳିଲେ ଦୁଇ ମାଓବାଦୀ

24/02/2019 at 9:45 AM

ଓଡିଶା ସୀମାନ୍ତ ଝାଡଖଣ୍ଡର ଗୁମଲାରେ ସୁରକ୍ଷା ବାହିନୀର ଏନକାଉଣ୍ଟର । ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଦୁଇଟି Ak-47 ବନ୍ଧୁକ ଜବତ କରାଯାଇଛି । ଡୁମାରଟୋଲି ଅଞ୍ଚଳରେ ଆଜି ସକାଳ ପ୍ରାୟ ସାଢେ ୬ଟା ସମୟରେ କୋବ୍ରା କମାଣ୍ଡର ଏବଂ ପୋଲିସର ମିଳିତ କମ୍ବିଂ ଅପରେସନ ଚଳାଇଥିବା ବେଳେ ଲାଲ ବାହିନୀ ସହ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଗତ ଜାନୁଆରୀ ମାସରେ ଏହିପରି ଅପରେସନରେ ଏହି ଅଞ୍ଚଳରେ ୫ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।

   Related Posts