ଅଜଣା ଗାଡି ଧକ୍କା ରେ ଦୁଇ ବାଇକ ଆରୋହୀ ମୃତ

Published By : Prameya-News7 Bureau | January 27, 2020 IST

କଣ୍ଟାବାଞ୍ଜି : ଅଜଣା ଗାଡି ଧକ୍କା ରେ ଦୁଇ ବାଇକ ଆରୋହୀ ମୃତ । ସିନ୍ଧେକେଲା ଥାନା କୁତମରା- ତୁରୁକଭଟା ଗାଁ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

 ଘଟଣାସ୍ଥଳରେ ପୋଲିସ ପହଁଚି ଶବ ଜବତ କରିଛି । ମୃତକ ମାନେ ଖଡ଼ିଆଳ ଥାନା ଚନାବେଡା ଗାଁ ର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.