Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଜଣା ଗାଡି ଧକ୍କା ରେ ଦୁଇ ବାଇକ ଆରୋହୀ ମୃତ

କଣ୍ଟାବାଞ୍ଜି : ଅଜଣା ଗାଡି ଧକ୍କା ରେ ଦୁଇ ବାଇକ ଆରୋହୀ ମୃତ । ସିନ୍ଧେକେଲା ଥାନା କୁତମରା- ତୁରୁକଭଟା ଗାଁ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

 ଘଟଣାସ୍ଥଳରେ ପୋଲିସ ପହଁଚି ଶବ ଜବତ କରିଛି । ମୃତକ ମାନେ ଖଡ଼ିଆଳ ଥାନା ଚନାବେଡା ଗାଁ ର ବୋଲି ଜଣାପଡିଛି ।

   Related Posts