Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଏହି ଦୁଇ ନେତାଙ୍କୁ ଜୋତାମାଳ ପିନ୍ଧାଇ ଗଧ ପିଠିରେ ବସାଇ ବୁଲାଇଲେ କର୍ମୀ, ଦେଖନ୍ତୁ ଭିଡିଓ

22/10/2019 at 7:16 PM

ଜୟପୁର୨୨|୧୦: ନେତାଙ୍କୁ ଜୋତାମାଳ ପିନ୍ଧାଇ ଗଧ ପିଠିରେ ବସାଇ ବୁଲାଇଲେ କର୍ମୀ।  ବିଏସପିର ଦୁଇଜଣ ନେତାଙ୍କୁ ଜୋତାମାଳ ପିନ୍ଧାଇ ଦଳୀୟ କାର୍ଯ୍ୟାଳୟ ଚାରିପାଖରେ ବୁଲା ଯାଇଛି। ଟିକେଟ୍‌ ବଣ୍ଟନରେ ଦୁର୍ନୀତିରେ ସଂପୃକ୍ତ ଥିବା ଦୁଇ ନେତାଙ୍କୁ କର୍ମୀମାନେ ଏହଭଳି ଦଣ୍ଡ ଦେଇଛନ୍ତି।

ଜାତୀୟ ସଂଯୋଜକ ରାମଜୀ ଗୌତମ ଏବଂ ଦଳର ପୂର୍ବତନ ରାଜସ୍ଥାନ ସଭାପତି ସୀତାରାମଙ୍କୁ ଏଭଳି  ଦଣ୍ଡ ଦିଆଯାଇଛି। ସେମାନେ ରାମଜୀଙ୍କୁ ଗଧରେ ବସାଇ ସ୍ଥାନୀୟ ଏକ କାର୍ଯ୍ୟାଳୟ ବାହାରେ ବୁଲାଇଛନ୍ତି। କର୍ମୀମାନେ ୫ ବର୍ଷ ଧରି ତୃଣମୂଳ ସ୍ତରରେ କାମ କରିଛନ୍ତି। କିନ୍ତୁ ବାହାରୁ ଆସିଥିବା ପାରାଚ୍ୟୁଟ୍‌ ନେତାଙ୍କୁ ଟିକେଟ୍‌  ଦିଆହେଲା। ଟଙ୍କା ବଦଳରେ କଂଗ୍ରେସ ଓ ବିଜେପି ନେତାଙ୍କୁ ଏଭଳି ଟିକେଟ୍‌ ମିଳିଲା। ବିଏସ୍‌ପି ନେତାଙ୍କୁ ଅଣଦେଖା କରିବା ସହ ସେମାନଙ୍କୁ ଧୋକା ଦିଆଯାଇଥିବା କଥା କର୍ମୀ ଦାବି ଅଭିଯୋଗ କରିଛନ୍ତି।

   Related Posts