Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରାକ୍ଟର ଓଲଟି ଦୁଇ ମୃତ, ଦୁଇ ଗୁରୁତର

14/02/2019 at 8:36 AM

ସୁନାବେଡା ୧୪|୨: କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ ଘାଟଗୁଡା ନିକଟରେ ଦୁର୍ଘଟଣା ଘଟିଛି । ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ମୃତ ଶ୍ରମିକ ହେଲେ ସୁବାଷ  ଢାଙ୍ଗଡ଼ା ମାଝି ଏବଂ ଭାସ୍କର ମୁଦୁଲି ।  ଦୁଇ ଗୁରୁତର  ଶ୍ରମିକଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।

   Related Posts