ହାଓ୍ୱାଡ଼ା ସନ୍ତରାଗାଚ୍ଛି ଷ୍ଟେସନ ଫୁଟଓଭର ବ୍ରିଜରେ ଦଳାଚକଟା : ୨ମୃତ, ୧୪ ଜଣ ଆହତ

Published By : Prameya-News7 Bureau | October 23, 2018 IST

କୋଲକାତା ୨୩/୧୦: ହାଓ୍ୱାଡ଼ା ସନ୍ତରାଗାଚ୍ଛି ଷ୍ଟେସନ ଫୁଟଓଭର ବ୍ରିଜରେ ଦଳାଚକଟା । ଆହତଙ୍କୁ ହାଓ୍ୱାଡ଼ା ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିବାରଙ୍କୁ ୫ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପଶ୍ଚିମବଙ୍ଗ ସରକାର । ରେଲଓ୍ୱେ ତରଫରୁ ହେଲ୍ପଲାଇନ ନମ୍ୱର ଜାରି ଖଡ଼ଗପୁର - ୦୩୩୨୨୨୧୦୭୨, ସନ୍ତରଗାଚ୍ଛି - ୦୩୩୨୬୨୯୫୫୬୧

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.