Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଠିକାଦାରଙ୍କ ଠାରୁ ଟଙ୍କା ନେଇ ଯାଉଥିଲେ ୨ ଯନ୍ତ୍ରୀ – ଭିଜିଲାନ୍ସ ହାତରେ ଧରା ପଡିଲେ

11/12/2019 at 10:34 PM

ନୟାଗଡ ୧୧।୧୨ – ଭିଜିଲାନ୍ସ ଜାଲରେ ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ। ନିର୍ବାହୀ ଯନ୍ତ୍ରୀ ଶିଶିର ରଞ୍ଜନ ପୃଷ୍ଟିଙ୍କ  ଠାରୁ ଏକଲକ୍ଷ ୧୯ହଜାର ଟଙ୍କା ଏବଂ ସହକାରୀ ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଠାରୁ ୨୬ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।

ଉଭୟ ଅଧିକାରୀ କିଛି ଠିକାଦାରଙ୍କ ଠାରୁ ଟଙ୍କା ନେଇ ବାହାରକୁ ଯାଉଥିବା ନେଇ ଖବର ପାଇଥିଲା ଭିଜିଲାନ୍ସ। ଯୋଜନା ଅନୁଯାୟୀ ସନ୍ଧ୍ୟାରେ ନିର୍ବାହୀ ଯନ୍ତ୍ରୀ ନିଜ ବୋଲେରୋ ଗାଡିରେ ସହକାରୀ ଯନ୍ତ୍ରୀଙ୍କୁ ନେଇ ଯାଉଥିବା ସମୟରେ ସ୍ଥାନୀୟ କଲେଜ ରୋଡରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ ଭିଜିଲାନ୍ସ ଅଧିକାରୀ। ଉଭୟ ଅଧିକାରୀଙ୍କୁ ଅଟକ ରଖି ପଚରାଉଚରାଚଳାଇଛନ୍ତି ଭିଜିଲାନ୍ସ ଅଧିକାରୀ। ଉଭୟ ଟଙ୍କା କେଉଁଠାରୁ ଆଣିଲେ ସେ ସମ୍ପର୍କରେ କୌଣସି ତଥ୍ୟ ଦେଇପାରୁନଥିବା ଭିଜିଲାନ୍ସ ଡିଏସପି କହିଛନ୍ତି।

   Related Posts