୪ ଦିନ ହେଲା ପଥର ତଳେ ଜୀବନ ; ଅନିଶ୍ଚିତତାରେ ଉଦ୍ଧାର କାର୍ଯ୍ୟ

Published By : Prameya-News7 Bureau | June 03, 2018 IST

ଜୟପୁର ରାଣୀଗଡ ଗୁମ୍ଫା ପଥର କ୍ବାରିରେ ଶ୍ରମିକ ଫଶି ରହିବା ଘଟଣାକୁ ୪ ଦିନ ବିତି ଗଲେ ମଧ୍ୟ ଏଯାଏଁ ଉଦ୍ଧାର କରାଯାଇପାରିନାହିଁ | ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ | ଏନ୍ଡିଆର୍ପିଏଫ୍, ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି | ଉଦ୍ଧାର କାର୍ଯ୍ୟରେ ଗୋଟିଏ କ୍ରେନ ଓ ଦୁଇଟ୍ ଜେସିବି ନିୟୋଜିତ କରାଯାଇଛି | ଆବଶ୍ୟକ ପଡିଲେ ଆଉ ଗୋଟିଏ କ୍ରେନ ନିୟୋଜିତ କରାଯିବ କୁହାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.