ଟପିଲାଣି ୨୦ ଘଣ୍ଟା ; ଏବେ ବି ମାଟି ତଳେ ଫସି ରହିଛନ୍ତି ୨ ଜେସିବି ଅପରେଟର
Published By : Prameya-News7 Bureau | June 01, 2018 IST
୨୦ ଘଣ୍ଟା ଟପିଲାଣି... ଏବେ ବି ତେଲିଙ୍ଗିରି ରାଣିଗଡ-ବାରପୁଟରେ ମାଟି ଅତଡା ତଳେ ଦୁଇ ଜେସିବି ହେଲପୁର... ଉଦ୍ଧାର କାର୍ଯ୍ୟ ଜାରି ...ଡିଡି କନଷ୍ଟ୍ରକସନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଏସଡିପିଓ ....