୧୫ ଦିନ ପରେ ସରିଲା ଅପରେସନ ଗୁମ୍ମା ପଥର କ୍ୱାରୀ ; ଉଦ୍ଧାର ହେଲା ୨ ଜେସିବି ଅପରେଟରଙ୍କ ମୃତଦେହ

Published By : Prameya-News7 Bureau | June 15, 2018 IST

୧୫ ଦିନ ପରେ ସରିଲା ଅପରେସନ ଗୁମ୍ମା ପଥର କ୍ୱାରୀ ; ଉଦ୍ଧାର ହେଲା ୨ ଜେସିବି ଅପରେଟର ସଞ୍ଜୟ ଦାସ ଓ ଘନଶ୍ୟାମ ଗୁରୁଙ୍କ ମୃତଦେହ ... ଉଦ୍ଧାର କାର୍ଯ୍ୟ ସାରିବା ପରେ ଆକ୍ସନ ମୋଡ଼କୁ ଆସିଛି ପ୍ରଶାସନ .... ଅଘଟଣର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି .... ସାଇଟ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.