ରାଇରଙ୍ଗପୁରରେ ଲୌହ ପଥର ଚୋରା ଚାଲାଣ କରୁଥିବା ଦୁଇଟି ଡଂଫୋର ଜବତ

Published By : Prameya-News7 Bureau | November 25, 2018 IST

ସୁନ୍ଦରଗଡ଼ ୨୫/୧୧: ଲୁହା ପଥର ଚୋରା ଚାଲାଣ କରୁଥିବା ଦୁଇ ଡଂଫୋରକୁ ଧରିଲା ରାଇରଙ୍ଗପୁର ପୋଲିସ। ଆଜି ଭୋର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ।ଡ୍ରାଇଭର ଦୁଇଜଣ ଫେରାର ହୋଇ ଯାଇଛନ୍ତି। ପୋଲିସ ଦୁଇଟି ଡ଼ମ୍ଫର ଜବତ କରି ତଦନ୍ତ କରୁଛି। ରାଇରଙ୍ଗପୁର ଆଖପାଖ  ଅଞ୍ଚଳରେ ଚୋରା ଲୁହାପଥର କାରବାର ଚାଲୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.