ଟ୍ରକକୁ ପଛରୁ ପିଟିଲା ଟ୍ରକ : ୨ଜଣ ଗୁରୁତର
14/10/2019 at 10:52 AM

କେନ୍ଦୁଝର ୧୪/୧୦:ଟ୍ରକକୁ ପଛରୁ ପିଟିଛି ଟ୍ରକ । କେନ୍ଦୁଝର ରଙ୍ଗମାଟିଆରେ ଏକ ଦୁଗ୍ଧ ବୁହା ଟ୍ରକକୁ ପଛପଟୁ ଧକ୍କା ଦେଇଛି କୋଇଲା ବୋଝେଇ ଟ୍ରକ । ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ରଙ୍ଗମାଟିଆ ଗାଁ ନିକଟରେ ଆଜି ସକାଳୁ ଦୁଗ୍ଧ ବୋଝେଇ ମିନି ଟ୍ରକଟି ଗାଡିରୁ ସାମଗ୍ରୀ ଓହ୍ଲାଉଥିବା ବେଳେ ପଛପଟୁ କୋଇଲା ବୋଝେଇ ଏକ ଟ୍ରକ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।…
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021