ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଗାଡି : ୨ଗୁରୁତର

Published By : Prameya-News7 Bureau | October 03, 2019 IST

ଜି.ଉଦୟଗିରି ୩/୧୦: କଳିଙ୍ଗା ଘାଟିରେ ବାଇଗଣ ବୋଝେଇ ଗାଡି ଓଲଟି ଦୁଇ ଜଣ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗାଡିଟି ଜି ଉଦୟଗିରି ପଟୁ ଭଞ୍ଜନଗର ଯାଉଥିଲା।

{"id":165630}

ଗାଡିଟି କ୍ଷିପ୍ର ଗତିରେ ଆସୁଥିବାରୁ ଭାରସାମ୍ୟ ହରାଇ ଗାର୍ଡୱାଲରେ ପିଟି ହୋଇଥିଲା। କିନ୍ତୁ ସୌଭାଗ୍ୟ ବଶତଃ ଘାଟି ତଳକୁ ଖସି ନାହିଁ। ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ସତ୍ୱେ  ଗାଡିଚାଳକ ମାନେ ବେପରୁଆ ଭାବେ ଗାଡି ଚଳାଉ ଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.