Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଟାଙ୍ଗୀ ରେଞ୍ଜ୍ ଭୁଷଣ୍ଡପୁର ଅଞ୍ଚଳରେ ୨୪ଟିକିଆ ହାତୀ ପଲଙ୍କ ଆତଙ୍କ ; ହାତୀ ଆକ୍ରମଣରେ ୨ଜଣ ଗୁରୁତର

1/12/2018 at 11:37 AM

ଖୋର୍ଦ୍ଧା ୦୧|୧୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଭୁଷଣ୍ଡପୁର ଅଞ୍ଚଳରେ ୨୪ଟି ହାତୀ ଆତଙ୍କ ଖେଳାଇଛନ୍ତି  । ଏଭିତରେ ଗୋଟିଏ ଦନ୍ତା ହାତୀ ଅଛି । ଏହି ଦନ୍ତା ହାତୀ ଗାଁକୁ ପଶି ଆସିଥିବାରୁ ଲୋକେ ଭୟରେ ଅଛନ୍ତି । ରେଲୱେ ଷ୍ଟେସନ ଭିତରକୁ ମଧ୍ୟ ହାତୀ ପଶି ଆସିଛନ୍ତି । ହାତୀ ଆକ୍ରମଣରେ ୨ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଆଜି ସକାଳେ ସୋମାନେ ବିଲରେ କାମ କରୁଥିବା ବେଳେ ହାତୀ ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା । ଦୁଇ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ହାତୀ ଘଉଡାଇବା ଲାଗି ବନବିଭାଗ ଓ ଗ୍ରାମବାସୀ ଉଦ୍ୟମ କରୁଛନ୍ତି ।

   Related Posts