Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମନି ଲଣ୍ଡ୍ରିଙ୍ଗ ମାମଲାରେ ଆନ୍ତର୍ଜାତୀୟ ଗ୍ୟାଙ୍ଗର ପର୍ଦାଫାଶ : ୨ ଭାରତୀୟ ଗିରଫ

12/03/2020 at 12:01 PM

ନୂଆଦିଲ୍ଲୀ ୧୨/୦୩ : ନାର୍କଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମନି ଲଣ୍ଡ୍ରିଙ୍ଗ ମାମଲାରେ ଆନ୍ତର୍ଜାତୀୟ ଗ୍ୟାଙ୍ଗର ପର୍ଦାଫାଶ କରିଛି | ଯାଞ୍ଚ ବେଳେ ୩ ଜଣ ନାଇଜେରିଆ ନାଗରିକ ଏବଂ ୨ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି |

ପ୍ରାଥମିକ ସୂଚନା ଅନୁଯାୟୀ, ପୂରା ଗ୍ୟାଙ୍ଗ ଅନେକ ଦିନ ହେଲା ଟଙ୍କା ହେରଫେର କରି ଆସୁଥିଲା ଏବଂ ମନି ଲଣ୍ଡ୍ରିଙ୍ଗ ମାମଲାରେ ସାମିଲ ଥିଲା | ଗିରଫ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚୁରା କରୁଛି | ଏହି ମାମଲାରେ କୌଣସି ସଠିକ ଖୁଲାସା ହେବା ନେଇ ଆଶଙ୍କା କରାଯାଉଛି | 

   Related Posts