ମନି ଲଣ୍ଡ୍ରିଙ୍ଗ ମାମଲାରେ ଆନ୍ତର୍ଜାତୀୟ ଗ୍ୟାଙ୍ଗର ପର୍ଦାଫାଶ : ୨ ଭାରତୀୟ ଗିରଫ

Published By : Prameya-News7 Bureau | March 12, 2020 IST

ନୂଆଦିଲ୍ଲୀ ୧୨/୦୩ : ନାର୍କଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମନି ଲଣ୍ଡ୍ରିଙ୍ଗ ମାମଲାରେ ଆନ୍ତର୍ଜାତୀୟ ଗ୍ୟାଙ୍ଗର ପର୍ଦାଫାଶ କରିଛି | ଯାଞ୍ଚ ବେଳେ ୩ ଜଣ ନାଇଜେରିଆ ନାଗରିକ ଏବଂ ୨ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି |

ପ୍ରାଥମିକ ସୂଚନା ଅନୁଯାୟୀ, ପୂରା ଗ୍ୟାଙ୍ଗ ଅନେକ ଦିନ ହେଲା ଟଙ୍କା ହେରଫେର କରି ଆସୁଥିଲା ଏବଂ ମନି ଲଣ୍ଡ୍ରିଙ୍ଗ ମାମଲାରେ ସାମିଲ ଥିଲା | ଗିରଫ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚୁରା କରୁଛି | ଏହି ମାମଲାରେ କୌଣସି ସଠିକ ଖୁଲାସା ହେବା ନେଇ ଆଶଙ୍କା କରାଯାଉଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.